କେନ୍ସ ଫିଲ୍ମ ଉତ୍ସବରେ ଓଡ଼ିଆ ଶର୍ଟ ଫିଲ୍ମ ‘ସ୍ଵାହା’
ପ୍ୟାରିସ୍ର କେନ୍ସଠାରେ ଅନୁଷ୍ଠିତ ହେବାକୁ ଥିବା ୭୨ତମ କ୍ଷୁଦ୍ର ଚଳଚ୍ଚିତ୍ର ଉତ୍ସବରେ ଓଡ଼ିଆ ଶର୍ଟଫିଲ୍ମ ‘ସ୍ଵାହା’ ପ୍ରଦର୍ଶିତ ହେବ। ଏଥିନେଇ ଆବଶ୍ୟକ ଅନୁମୋଦନ ମିଳିଥିବା ଏହାର ନିର୍ଦେଶକ ଶିଶିର କୁମାର ସାହୁ କହିଛନ୍ତି। ତୃତୀୟ ଓଡ଼ିଆ ଶର୍ଫିଟଲ୍ମ ଭାବେ ଏହି ଚଳଚ୍ଚିତ୍ର … Read More