ସିପ୍ରାଙ୍କ ୟୁ ଟର୍ଣ୍ଣ : କରିବେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର
ଗତକାଲି ବିଜେଡି ନେତୃତ୍ୱ ବିରୋଧରେ ଗର୍ଜନତର୍ଜନ କରିଥିବା ଓ କୌଣସି ଚାପରେ ପ୍ରାର୍ଥୀ ପତ୍ର ପ୍ରତ୍ୟାର କରିବେନି ବୋଲି କହିଥିବା କେନ୍ଦ୍ରାଫଡ଼ାର ବିଜେଡି ନେତ୍ରୀ ସିପ୍ରା ମଲ୍ଲିକ ଆଜି ୟୁ ଟର୍ଣ୍ଣ ନେଇଛନ୍ତି। କେନ୍ଦ୍ରାପଡ଼ା ରାଜନୀତିରେ ସୃଷ୍ଟି ହୋଇଥିବା କନ୍ଦଳରେ ପୂର୍ଣ୍ଣଚ୍ଛେଦ … Read More