ମୃତ ଆଲ୍‌ବମ୍‌ ଅଭିନେତ୍ରୀ ସିମ୍‌ରନ୍‌ ବୟଫ୍ରେଣ୍ଡ୍‌ ଅଟକ

ବଲାଙ୍ଗିର,(ଓଟି): ସମ୍ୱଲପୁରୀ ଆଲବମ୍‌ ଅଭିନେତ୍ରୀ ‘ସେଲ୍‌ଫି ବେବୋ’ ସିମ୍‌ରନ୍‌ ସିଂଙ୍କୁ ମୃତ୍ୟୁ ଘଟଣାରେ ତାଙ୍କ ବୟଫ୍ରେଣ୍ଡ୍‌ ଧ୍ରୁବରାଜ ସୁନା ଅଟକ। ବେଲପଡ଼ା ଥାନା ପୁଲିସ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି। ସିମ୍‌ରନଙ୍କୁ ଧ୍ରୁବରାଜ ବିବାହ କରିବା ସଂପର୍କରେ ସ୍ୱୀକାର କରିଥିବା … Read More