ପ୍ରବାସୀ ଶ୍ରମକିଙ୍କ ଲାଗି ଶ୍ରମିକ ସ୍ପେଶାଲ୍; ଭୁବନେଶ୍ଵରକୁ ଗୋଟିଏ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ଦେଶର ବିଭିନ୍ନ ସହରକୁ କାମ ସନ୍ଧାନ ପାଇଁ ଆସିଥିବା ଭିନ୍ନ ଭିନ୍ନ ରାଜ୍ୟର ଶ୍ରମିକଙ୍କୁ ନିଜ ନିଜ ରାଜ୍ୟକୁ ଫେରାଇ ଆଣିବା ଲାଗି ସ୍ଵତନ୍ତ୍ର ଉଦ୍ୟମ କରିଛନ୍ତି ରେଳ ମନ୍ତ୍ରଣାଳୟ। ଏଥିଲାଗି ସ୍ଵତନ୍ତ୍ର ଶ୍ରମିକ ସ୍ପେଶାଲ୍ ଟ୍ରେନ୍ … Read More