ମଦ ଦୋକାନ, ସାଲୋନ୍‌ କି ବିୟୁଟି ପାର୍ଲର ଖୋଲିବ ନାହିଁ; ରାଜ୍ୟରେ କ’ଣ ଖୋଲିବ ନଜର ପକାନ୍ତୁ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଲକ୍‌ଡାଉନ୍‌ ନିୟମରେ କୋହଳ ଆଣି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦୋକାନ ବଜାର ଖୋଲିବା ସମ୍ପର୍କରେ ଯେଉଁ ନିଷ୍ପତ୍ତି ନେଇଛନ୍ତି ସେଥିରୁ ବାଦ୍‌ ପଡ଼ିଛି ମଦ ଦୋକାନ, ସାଲୋନ୍‌ ଓ ବିୟୁଟି ପାର୍ଲର। କେବଳ ଆବଶ୍ୟକ ସାମଗ୍ରୀ ବିକ୍ରି … Read More