ଏବେ ତ୍ରିରଙ୍ଗାରୁ ଫୁଟିବ ଫୁଲ ଓ କ୍ୟାଲେଣ୍ଡରରୁ ଫଳିବ ପରିବା
ଅଗଷ୍ଟ ୧୫ରେ ପ୍ରତିବର୍ଷ ସ୍ୱାଧିନତା ଦିବସରେ ସ୍କୁଲ ପିଲା, ଗାଡ଼ି କିମ୍ୱା ଅଟୋରେ ପ୍ଲାଷ୍ଟିକରେ ନିର୍ମିତ ତ୍ରିରଙ୍ଗା ପତାକା ଲାଗିଥିବା ଦେଖିବାକୁ ମିଳିଥାଏ। ଅଗଷ୍ଟ ୧୫ ପରଦିନ ଏହି ସବୁ ରାସ୍ତାରେ ପଡ଼ିଥିବା ସହିତ ପରିବେଶକୁ ନଷ୍ଟ କରିଥାଏ। ପରିବେଶକୁ ସୁରକ୍ଷା … Read More