ଏପ୍ରିଲ୍‌୨ରୁ ସକାଳୁଆ ସ୍କୁଲ୍‌, ମେ’୬ରୁ ଛୁଟି

ଭୁବନେଶ୍ଵର, (ଓଟି): ଆସନ୍ତା ଏପ୍ରିଲ୍‌ ୨ ତାରିଖରୁ ସବୁ ସ୍କୁଲ୍‌ ସକାଳୁଆ ହେବ। ସକାଳ ସାଢ଼େ ୬ରୁ ସ୍କୁଲ୍‌ ଆରମ୍ଭ ହୋଇ ସାଢ଼େ ୧୦ ସୁଦ୍ଧା ଛୁଟି ହେବ। ଅତିବେଶୀରେ ଏହା ୧୧ଟାଯାଏ ଚାଲିପାରେ। ସରକାରୀ ସ୍କୁଲ୍‌ଗୁଡ଼ିକରେ ମଧ୍ୟାହ୍ନ ଭୋଜନ ୧୦ଟା … Read More