ଦଲିତଙ୍କ ପାଇଁ ସଂରକ୍ଷିତ ଜମିକୁ ଗାନ୍ଧୀ ପରିବାରର ଏଜେଏଲ କମ୍ପାନୀଦ୍ୱାରା ଜବର ଦଖଲ
କଂଗ୍ରେସର ଦୁଇଟି ଜିନିଷ ପ୍ରତି ଗଭୀରଭାବେ ଆସକ୍ତି ରହିଛି – ଦୁର୍ନୀତି ଏବଂ ଜମି ଅଧିଗ୍ରହଣ । ନ୍ୟାସନାଲ ହେରାଲ୍ଡ ନାମରେ କଂଗ୍ରେସ ହାଇକମାଣ୍ଡ କେତେ ଦୁର୍ନୀତି କରିଛନ୍ତି ତାହା ଆମେ ଅଜ୍ଞ । କିନ୍ତୁ ଏକ ସମ୍ବେଦନଶୀଳ ପ୍ରସଙ୍ଗ ବର୍ତ୍ତମାନ … Read More