କେବେ ଗିରଫ ହେବେ ଦବଙ୍ଗ ବିଜେଡି ବିଧାୟକ ସରୋଜ?
କନିଷ୍ଠଯନ୍ତ୍ରୀଙ୍କୁ ସର୍ବସାଧାରଣରେ ଉଠବସ କରାଇବାର ତିନିଦିନ ବିତିଗଲାଣି। ଅଥଚ ପାଟଣାଗଡ଼ର ଦବଙ୍ଗ ବିଜେଡି ବିଧାୟକ ସରୋଜ ମେହେରଙ୍କୁ ଗିରଫ କରିନାହିଁ ପୁଲିସ। ଏପରିକି ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ଏ ବାବଦରେ ମୁହଁ ବି ଖୋଲିନାହାନ୍ତି। ବର୍ଷକ ତଳେ … Read More