ଫେବୃୟାରୀ ୧୪ରେ ସାରା ଅଲ୍ଲୀ-କାର୍ତ୍ତି ଆର୍ଯ୍ୟାନ୍‌ଙ୍କ ନୂଆଫିଲ୍ମ: ଶୁଟିଂ ଶେଷ

ହିମାଚଳ ପ୍ରଦେଶର ପ୍ରାକୃତିକ ପରିବେଶରେ ଶେଷ ହୋଇଛି ଇମ୍‌ତିଆଜ୍‌ ଅଲ୍ଲୀଙ୍କ ନିର୍ଦେଶିତ ଆଉଏକ ଫିଲ୍ମ। ଫିଲ୍ମର ନାଁ କ’ଣ ଦିଆଯିବ ତାହା ପ୍ରଚାର କରାଯାଇ ନାହିଁ କିନ୍ତୁ ଲହା ୨୦୧୨ରେ ରିଲିଜ୍‌ ହୋଇଥିବା ଲଭ୍‌ ଆଜ୍‌କଲ୍‌ର ସିକ୍ଵେଲ୍‌ ହେବ ବୋଲି ଅନୁମାନ … Read More