ସମରେନ୍ଦ୍ର ମିଶ୍ର- ସପ୍ତଗିରି ଉଲ୍ଲାକା କଂଗ୍ରେସ ଲୋକସଭା ପ୍ରାର୍ଥୀ
କଂଗ୍ରେସ ପକ୍ଷରୁ ଆଉ ୨ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି। ବଲାଙ୍ଗିରରୁ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ର ମିଶ୍ର ନିର୍ବାଚନ ଲଢ଼ିବେ। ଦଳ ତାଙ୍କୁ ଟିକେଟ୍ ଦେଇଛି। ସେହିପରି କୋରାପୁଟ ସଂରକ୍ଷିତ ଆସନରୁ ସପ୍ତଗିରି … Read More