ପୁରୀ, କୋରାପୁଟ, ଆସ୍କା, ବାଲେଶ୍ଵର, କେନ୍ଦ୍ରାପଡ଼ାରେ ବିଜେଡି ଆଗୁଆ, ଭୁବନେଶ୍ଵରରେ ଟକ୍କର
ଭୁବନେଶ୍ଵର, (ଓଟି): ରାଜ୍ୟର ଗୁରୁତ୍ଵପୂଣ୍ଣ ଆସନ ଗୁଡ଼ିକରେ ବିଜେଡି ନିଜର ପତିଆରା ବଜାୟ ରଖିଛି। ବହୁ ଚର୍ଚିତ ପୁରୀ, କେନ୍ଦ୍ରାପଡ଼ା, ଆସ୍କା, କୋରାପୁଟ, ବାଲେଶ୍ଵରରେ ବିଜେପିର ପ୍ରାର୍ଥୀ ଯଥେଷ୍ଟ ପଛରେ ରହିଛନ୍ତି। ଆଇଏଏସ୍ ଛାଡ଼ି ସାଂସଦ ପ୍ରାର୍ଥୀ ହୋଇଥିବା ଅପରାଜିତା ଷଡ଼ଙ୍ଗୀ … Read More