#IndiaFightsCorona: ସାଂସଦଙ୍କ ଦରମା, ଭତ୍ତା, ପେନ୍‌ସନ୍‌ ୩୦% କମିଲା

ଭୁବନେଶ୍ଵର, (ଓଟି): କେନ୍ଦ୍ର ସରକାର ସାଂସଦଙ୍କ ଦରମା ଓ ଭତ୍ତାରେ ୩୦ ପପ୍ରତିଶତ ହ୍ରାସ କରାଯାଇଛି। ଏପ୍ରିଲ୧, ୨୦୨୦ରୁ ଏହା ଲାଗୁ ହେବ। ଆସନ୍ତା ୧ ବର୍ଷ ପାଇଁ ଏହା ଲାଗୁ ହେବ ବୋଲି କେନ୍ଦ୍ର କ୍ୟାବିନେଟ୍‌ ଅନୁମୋଦନ କରିଛନ୍ତି। କରୋନା … Read More