ଭୋପାଳରେ ଦିଗବିଜୟଙ୍କୁ ଟକ୍କର ଦେବେ ସାଧ୍ୱୀ ପ୍ରଜ୍ଞା ଠାକୁର
ଆଜି ସକାଳେ ବିଜେପିରେ ସାମିଲ ହୋଇଥିବା ୨୦୦୮ ମସିହା ମାଲେଗାଓଁ ବିସ୍ଫୋରଣର ଅଭିଯୁକ୍ତ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁରଙ୍କୁ ଦଳ ପକ୍ଷରୁ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଟିକେଟ୍ମିଳିଛି। ସେ ମଧ୍ୟପ୍ରଦେଶର ଭୋପାଲ ଲୋକସଭା ଆସନରୁ ନିର୍ବାଚନ ଲଢ଼ିବେ। ଏହି ଆସନରେ … Read More