ଆଜି ତାଙ୍କ ଜନ୍ମଦିନ: ଓଡ଼ିଆ ବିଭବରେ ସଚ୍ଚି ରାଉତରାୟଙ୍କ କାଳଜୟୀ କୃତି

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଓଡ଼ିଆ ସାହିତ୍ୟରେ ପ୍ରଗତୀବାଦୀ କାବ୍ୟର ପ୍ରତିଷ୍ଠାତା କବି ସଚ୍ଚି ରାଉତରାୟଙ୍କ ଜନ୍ମଦିନରେ ତାଙ୍କର ବଛା ବଛା କୃତୀକୁ ଡିଜିଟାଲ୍‌ ସଂସ୍କରଣ ରୂପ ଦେଇଛି ସୃଜନୀକା। ଏହାଦ୍ଵାରା ଓଡ଼ିଆ ସାହିତ୍ୟରେ ରୁଚି ରଖୁଥିବା ଯେକୌଣସି ବ୍ୟକ୍ତି ତଥା ଗବେଷକ … Read More