କିଏ ହେବେ ସାଂସଦ-୨: ଢେଙ୍କାନାଳରେ ବିଜେଡି ହାଲୁକା, ଲଢ଼େଇ ରୁଦ୍ର ବନାମ କେପି
୩ୟ ପର୍ଯ୍ୟାୟ ନିର୍ବାଚନରେ ଢେଙ୍କାନାଳ ତାହାର ଲୋକସଭା ପ୍ରତିନିଧି ପାଇଁ ଭୋଟ୍ ଦେବ। ଏ ଭିତରେ ଅନେକ ଆଲୋଚନାର, ପର୍ଯ୍ୟାଲୋଚନା ସରିଛି। ପ୍ରାର୍ଥୀ ଘୋଷଣା ସରିଛି। ଏପ୍ରିଲ୍ ୨୩ ତାରିଖକୁ ଅପେକ୍ଷା ଯେତେବେଳେ ପୁରୀ, କଟକ, ସମ୍ବଲପୁର, ଭୁବନେଶ୍ଵର, କେନ୍ଦୁଝର ପ୍ରତି … Read More