ଇଭିଏମ୍‌ ତ୍ରୁଟି : ଏମପି ପ୍ରାର୍ଥୀଙ୍କୁ ଭୋଟ ଦେଲେ ଏମଏଲଏ ପ୍ରାର୍ଥୀଙ୍କ ନିକଟକୁ ଯାଉଥିଲା

ଇଭିଏମ୍‌ରେ ତ୍ରୁଟି ଯୋଗୁ ସୁନ୍ଦରଗଡ଼ର ଏକ ବୁଥ୍‌ରେ ଭୋଟ ଗ୍ରହଣ ବନ୍ଦ ରହିଛି। ଇଭିଏମ୍‌ ମରାମତି ପରେ ପୁନର୍ବାର ମତଦାନ କରାଯାଇଥିଲା। ଏହା ପରେ ଜଣେ ପ୍ରାର୍ଥୀଙ୍କୁ ଭୋଟ ଦେଲେ ତାହା ଅନ୍ୟ ପ୍ରାର୍ଥୀଙ୍କ ପାଖକୁ ଯାଉଥିବା ଦେଖି ଭୋଟରଙ୍କ ମଧ୍ୟରେ … Read More