ଲକ୍ଡାଉନରେ ଭୋଜନ ସେବା: ତିନି କୋଟି ମାଗଣା ଭୋଜନ ବାଣ୍ଟିବ ‘ମିଶନ ଅନ୍ନ ସେବା’
ଭୁବନେଶ୍ୱର,(ଓଡ଼ିଶା ଟାଇମ୍): କରୋନା ମହାମାରୀ ପରି ବିପର୍ଯ୍ୟୟ ସମୟରେ ଫ୍ରଣ୍ଟଲାଇନ୍ ୱାର୍କର, ଦିନମଜୁରି, ବଞ୍ଚିତ ଗୋଷ୍ଠୀଙ୍କ ପାଖରେ ଖାଦ୍ୟ ଓ ଖାଦ୍ୟ ସାମଗ୍ରୀ ପହଞ୍ଚାଇବା ପାଇଁ୍ ମିଶନ୍ ଅନ୍ନସେବା ନାମରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ କରିଛି ରିଲାଏନ୍ସ ଫାଉଣ୍ଡେସନ୍ । … Read More