ଅଗଷ୍ଟ ପ୍ରଥମ ସପ୍ତାହରୁ କଲେଜ୍‌ ପାଠ୍ୟକ୍ରମ

ଭୁବନେଶ୍ଵର, (ଓଟି): ଏଣିକି ଅଗଷ୍ଟ ମାସ ପ୍ରଥମ ସପ୍ତାହରୁ କଲେଜ୍‌ ଖୋଲିବ। ନିର୍ଦ୍ଧାରିତ ସମୟରେ ପାଠ୍ୟକ୍ରମ ଶେଷ ଓ ପରୀକ୍ଷା ପରିଚାଳନା ତଥା ଫଳାଫଳ ପ୍ରକାଶନ ପାଇଁ ତତ୍ପର ହେବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗୁରୁତ୍ଵାରୋପ କରାଯାଇଛି। ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ … Read More