ବିଜେପି ପ୍ରତିଶୃତିର ଫାଇଦା ନେବାକୁ ପିନାକୀଙ୍କ ପ୍ରୟାସ

ଭୁବନେଶ୍ଵର, (ଓଟି): ଦୀର୍ଘସମୟ ହେଲା ପୁରୀ ସାଂସଦ ଭାବେ ନିର୍ବାଚିତ ହୋଇ ଆସୁଥିବା ସାଂସଦ ପିନାକୀ ମିଶ୍ରଙ୍କର ରଥଯାତ୍ରା ସମୟରେ ପୁରୀର ଯାତାୟାତ ସୁବିଧା କଥା ମନେ ପଡ଼ିଛି, ତାହା ପୁଣି ଦୀର୍ଘକାଳୀନ ଭିତ୍ତିଭୂମି ପ୍ରସଙ୍ଗକୁ ନେଇ। ଏହିକ୍ରମରେ କେନ୍ଦ୍ର ସଡ଼କ … Read More