ବଦଳିଲେ ସୁନ୍ଦରଗଡ଼ ଜିଲ୍ଲାପାଳ ଏବଂ ୪ ଆଇଏଏସ୍
ଭୁବନେଶ୍ଵର, (ଓଟି) ସରକାରୀ ଅର୍ଥକୁ ଅପବ୍ୟୟ କରିଥିବା ଅଭିଯୋଗ ଆସିବା ପରେ ରାଜ୍ୟ ସରକାର ସୁନ୍ଦରଗଡ଼ ଜିଲ୍ଲାପାଳ ରଶ୍ମିତା ପଣ୍ଡାଙ୍କ ଦ୍ଵାୟିତ୍ଵ ଅପସାରଣ କରିଛନ୍ତି। ତାଙ୍କୁ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧୀକରଣର ସିଇଓ ତଥା ନିୟୋଜନ ନିର୍ଦେଶକ ଭାବେ ବଦଳି କରାଯାଇଛି। … Read More