#Coronatesting: ପୁଣି ଚାଲିବ ଆଣ୍ଟିବଡି ଟେଷ୍ଟ, କେବଳ ସର୍ଭିଲାନ୍ସ ପାଇଁ ହେବ ବ୍ୟବହାର

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ବିଭିନ୍ନ ରାଜ୍ୟରୁ ଅଭିଯୋଗ ପରି ଗୋଟିଏ ଦିନ ବନ୍ଦ ଥିବା ଆଣ୍ଟିବଡି ଭିତ୍ତିକ ଦ୍ରୁତ ପରୀକ୍ଷଣକୁ ପୁଣିଥରେ ଚାଲୁ କରିବା ପାଇଁ ଭାରତୀୟ ଭେଷଜ ଗବେଷଣା ପରିଷଦ ( ଆଇସିଏମ୍‌ଆର୍‌) ରାଜ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି। ମୁଖ୍ୟ ସଚିବମାନଙ୍କୁ … Read More