ଜୁନ୍ ମାସରେ କରୋନା ଶିଖରରେ ରହିବ ! ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଉତ୍ତର
ଲକଡାଉନ୍ ତୃତୀୟ ପର୍ଯ୍ୟାୟ ସମୟରେ ମଧ୍ୟ ଦେଶରେ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ନିକଟରେ ଦିଲ୍ଲୀ ଏଆଇଏମ୍ଏସ୍ର ନିର୍ଦ୍ଦେଶକ ଚେତାବନୀ ଦେଇଛନ୍ତି ଯେ ଭାରତରେ ସଂକ୍ରମଣ ସ୍ତର ଜୁନ୍ ମାସରେ ସର୍ବୋଚ୍ଚ ସ୍ତରକୁ ଯାଇପାରେ । ଏହା … Read More