ଜାତୀୟତାବାଦ ଓ ବିକାଶ ହେଉଛି ନିର୍ବାଚନର ପ୍ରମୁଖ ପ୍ରସଂଗ : ରାମଦେବ
ଯୋଗ ଗୁରୁ ବାବା ରାମଦେବ ଏପ୍ରିଲ୍ ୧୧ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ହରିଦ୍ୱାରରୁ ତାଙ୍କ ମତାଦାନ କରିଛନ୍ତି। ଭୋଟ୍ ଦେଇସାରିବା ପରେ ରାମଦେବ କହିଛନ୍ତି, ଜାତୀୟତାବାଦ ଓ ବିକାଶ ହେଉଛି ନିର୍ବାଚନର ପ୍ରମୁଖ ବିଷୟବସ୍ତୁ। ଯଦିଓ ବେରୋଜଗାରୀ, ଦାରିଦ୍ର୍ୟ, କଳାଧନ, ଦୁର୍ନୀତି, … Read More