ସାଂସଦ ରାମଚନ୍ଦ୍ରଙ୍କ ସମେତ ଟିକଟ ଆଶଙ୍କାରେ ୯ ବିଧାୟକ
ମୟୂରଭଞ୍ଜ ଜିଲ୍ଲାର ସମସ୍ତ ୯ଜଣ ବିଧାୟକ ଶାସକ ବିଜୁ ଜନତା ଦଳର। ଲୋକସଭା ସାଂସଦ ରାମଚନ୍ଦ୍ର ହାଁସଦା ବିଜେଡ଼ିର। ମାତ୍ର ନବଦିଗନ୍ତ ଚିଟ୍ଫଣ୍ଡ କମ୍ପାନୀର ପ୍ରତିଷ୍ଠାତା ନିର୍ଦ୍ଦେଶକ ଭାବେ ସିବିଆଇ ଦ୍ୱାରା ଗିରଫ ହେବା ପରେ ବିଜେଡ଼ିରୁ ନିଲମ୍ୱିତ ହୋଇଛନ୍ତି। ସୁପ୍ରମିକୋର୍ଟରୁ … Read More