ଶିଳାନ୍ୟାସ ପୁର୍ବରୁ ରାମଜନ୍ମଭୂମି ପୁରୋହିତଙ୍କ ସମେତ ୧୬ ଜଣ ପୋଲିସ୍‌ଙ୍କୁ କରୋନା

ଅଯୋଧ୍ୟାରେ  ଅଗଷ୍ଟ ୫ରେ ଭୂମି ପୂଜନ ପାଇଁ ପ୍ରସ୍ତୁତି ମଧ୍ୟରେ କରୋନା ରୋଗୀଙ୍କୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି । ରାମଲାଲାଙ୍କରଜଣେ ପୁରୋହିତଙ୍କ ସମେତ ୧୬ଜଣ ପୋଲିସ କର୍ମଚାରୀଙ୍କୁ କରୋନା ସଂକ୍ରମଣ ଥିବା ନିଶ୍ଚିତ କରାଯାଇଛି । ରିପୋର୍ଟ ଆସିବା ପରେ … Read More