ରାଜଧାନୀ ଏକ୍ସପ୍ରେସ୍ ବସ୍ ସେବା ଆରମ୍ଭ

ରାଜଧାନୀ ଭୁବନେଶ୍ବରରୁ  ବିଭିନ୍ନ ଜିଲ୍ଲାକୁ ଆରାମଦାୟକ ଯାତ୍ରା ପାଇଁ ୨୩ଟି ଏସି ବସର ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି। ଏହି ବସକୁ ରାଜଧାନୀ ଏକ୍ସପ୍ରେସ ଭାବେ ନାମିତ କରାଯାଇଛି । ଭୁବନେଶ୍ୱର-ଫୁଲବାଣୀ, ଭୁବନେଶ୍ୱର-ରାଉରେକଲା, ଭୁବନେଶ୍ୱର-ଭବାନୀପାଟଣା, ଭୁବନେଶ୍ୱର-ଭଂଜନଗର, ଭୁବନେଶ୍ୱର-ରାଜଗାଙ୍ଗପୁର,ଭୁବନେଶ୍ୱର-ରାଜ ଖରିଆର,ଭୁବନେଶ୍ୱର-ଗୋରୁ ମହିଶାଣି,ଭୁବନେଶ୍ୱର-ବୁର୍ଲା ଦେଇ ଯାତାୟାତ କରିବ। … Read More