ଗାଁରେ  ନାହିଁ ରଜ ମଉଜ

ଓ ହୋ କି ଶାନ୍ତି! ପ୍ରଭୁ ରକ୍ଷା କରିଦେଲେ । ଘରକୁ ଆସିବ ବୋଲି ଏତେ କଷ୍ଟ । ଆଉ ପାରିବିନି ବାବା । ତୁମେ ଚାଲ, ମୁଁ ଟିକିଏ ଏହି ବରଗଛ ଛାଇରେ ବସିକି ଯାଉଛି – କହିଲେ ସୁରୀ । … Read More