ଆରପାରିରେ ରାଜକୁମାର ବଡ଼ଜାତ୍ୟା, ସଲ୍ଲୁକୁ ସୁପର୍ ଷ୍ଟାର କରାଇଥଲେ ରାଜକୁମାର
ବଲିଉଡ୍ର ଲୋକପ୍ରିୟ ଫିଲ୍ମ ନିର୍ମାତା ରାଜକୁମାର ବଡ଼ଜାତ୍ୟା ଆଉ ନାହାନ୍ତି । ଗୁରୁବାର ସକାଳେ ମୁମ୍ବାଇର ଏଚ୍ଏନ୍ ରିଲାଏନ୍ସ ଫାଉଣ୍ଡେସନ୍ ହସ୍ପିଟାଲରେ ବଡ଼ଜାତ୍ୟା ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଫିଲ୍ମ ଟ୍ରେଡ୍ ଆନାଲିଷ୍ଟ୍ କୋମଲ୍ ମେହେତା ଟ୍ୱିଟ୍ ମାଧ୍ୟମରେ ଏହି … Read More