୮ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ଵର, (ଓଟି): ଆଜି ୮ ଜିଲ୍ଲାରେ ପ୍ରବଳ ବର୍ଷା ହେବା ସମ୍ଭାବେନା ରହିଛି। ମୌସୁମୀ ବାୟୁ ପ୍ରଭାବ ତଥା ବଙ୍ଗୋପସାଗରରେ ସୃଷ୍ଟ ଘୂଣ୍ଣିବଳୟ ହେତୁ ପାଣିପାଗରେ ଏହିପରି ପରିସ୍ଥିତି ଦେଖାଦେବ। ବର୍ଷା ସମ୍ଭାବନା ଥିବା ଜିଲ୍ଲାଗୁଡ଼ିକ ହେଉଛି: ଗଜପତି, ରାୟଗଡ଼ା, କୋରାପୁଟ, … Read More