ପାଣିପାଗ ବିଭାଗ ଆକଳନ: ଆଜି ଦିନସାରା ବର୍ଷିବ

ଆଜି ଦିନସାରା ପ୍ରବଳ ବର୍ଷିବ। ଘଡ଼ଘଡ଼ି କି ବିଜୁଳି ମାରିବ ନାହିଁ କିନ୍ତୁ ପବନ ୪୦ରୁ ୫୦ କିଲୋମିଟର ବେଗରେ ହେବ। ଏହାର ପ୍ରଭାବରେ ରାଜଧାନୀର ରାସ୍ତା ବି ଜଳାଣ୍ଣବ ହେବ। ଏଣୁ ଆପଣ ଘରୁ ବାହାରିବା ବେଳେ ଆବଶ୍ୟକ ବ୍ୟବସ୍ଥା … Read More