ଓଡ଼ିଆ ଭାଷାରେ ଉପଲବ୍ଧ ହେଲା ଅଣସଂରକ୍ଷିତ ରେଳ ଟିକଟ

ଭୁବନେଶ୍ୱର, (ଓଟି): ଏଣିକି ଓଡ଼ିଆ ଭାଷାରେ ଲିଖିତ ରେଳ ଟିକେଟ୍‍ ଅଣ ସଂରକ୍ଷିତ ବର୍ଗର ଯାତ୍ରୀଙ୍କ ପାଇ: ଉପଲବ୍ଧ ହେବ । ପୂର୍ବରୁ କେବଳ ସଂରକ୍ଷିତ ଟିକେଟ୍‍ ପାଇଁ ଏହି ସୁବିଧା ଉପଲବ୍ଧ ଥିଲା । ଗୁରୁବାରଦିନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ … Read More