କଂଗ୍ରେସକୁ ମହଙ୍ଗା ପଡ଼ିଲା ଚୌକିଦାର ଚୋର ହୈ’ ସ୍ଲୋଗାନ

୨୦୧୯ ଲୋକସଭା ନିର୍ବାଚନରେ ବିଜେପି ଐତିହାସିକ ବିଜୟ ହାସଲ କରିଥିବାବେଳେ କଂଗ୍ରେସ ପୁଣିଥରେ ଧରାଶାୟୀ ହୋଇଛି। ୨୦୧୪ରେ ମଧ୍ୟ କଂଗ୍ରେସ ଏହି ସ୍ଥିତିର ସମ୍ମୁଖୀନ ହୋଇଥିଲା। ଏବେ ବିରୋଧୀ ଦଳରେ ବସିବା ପାଇଁ ମଧ୍ୟ କଂଗ୍ରେସ ନିକଟରେ ସଂଖ୍ୟା ନାହିଁ। ତେବେ … Read More

ଦିଲ୍ଲୀରେ କଂଗ୍ରେସ ଓ ଆମ୍‌ ଆଦମୀ ପାର୍ଟି ମେଣ୍ଟ ସପକ୍ଷରେ ଟ୍ଵିଟ୍‌ କଲେ ରାହୁଲ

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌) ସହ ମେଣ୍ଟ ଗଢ଼ିବା ନେଇ ୟୁଟର୍ଣ୍ଣ ନେଇଛନ୍ତି। କଂଗ୍ରେସ ଦିଲ୍ଲୀରେ ଆପ୍‌ ସହ ମେଣ୍ଟ୍‌ ଗଢ଼ିବ ନାହିଁ ବୋଲି ପୂର୍ବରୁ ପ୍ରକାଶ ପାଇଥିଲେ ବି ରାହୁଲ କିନ୍ତୁ ଭିନ୍ନ ଇଙ୍ଗିତ ଦେଇଛନ୍ତି। … Read More

ରାଫେଲ୍‌ ଡିଲ୍‌: ରାହୁଲ୍‌ ଗାନ୍ଧିଙ୍କୁ ସୁପ୍ରିମ୍‌କୋର୍ଟଙ୍କ ନୋଟିସ୍‌

କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧିଙ୍କୁ ସୁପ୍ରିମ୍‌କୋର୍ଟ ନୋଟିସ୍‌ ପଠାଇଛନ୍ତି। ‘ରାଫେଲ୍‌ ଡିଲ୍‌ ପ୍ରସଙ୍ଗରେ ନିଜ ମନ୍ତବ୍ୟକୁ ସୁପ୍ରିମ୍‌କୋର୍ଟଙ୍କ ମନ୍ତବ୍ୟ’ ବୋଲି ପ୍ରଚାର କରୁଥିବା ଅଭିଯୋଗର ଜବାବ ରଖିବାକୁ ତାଙ୍କୁ କୁହାଯାଇଛି। ଆସନ୍ତା ସୋମବାର ସୁଦ୍ଧା ସେ ନିଜର ବୟାନ ରଖିବେ ଏବଂ … Read More

କେବେ ଆସିବେ ରାହୁଲ ଓ ପ୍ରିୟଙ୍କା?

ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହାଇଟେକ ବସରେ ବସି ଦଳ ପାଇଁ କଷ୍ଟେମଷ୍ଟେ ପ୍ରଚାର ଚଳାଇଛନ୍ତି। ମୁହଁ ପୋତି ଲେଖା ଭାଷଣ ପଢନ୍ତୁ ପଛେ, କିନ୍ତୁ ପ୍ରୟାସରେ କୌଣସି କମି ଦେଖାଯାଉନାହିଁ। ତା’ଛଡ଼ା ବିଜୁ ଜନତା ଦଳର ମଜଭୁତ … Read More

ଦୁଇଟି ଆସନ ଜିତିଲେ ଭଉଣୀଙ୍କ ପାଇଁ ଛାଡିଦେବେ ଆମେଥି

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏଥର ଉତ୍ତରପ୍ରଦେଶର ଆମେଥି ଏବଂ କେରଳର ବାୟନାଡ଼ ଆସନରୁ ନିର୍ବାଚନ ଲଢୁଛନ୍ତି। କଂଗ୍ରେସର ବିଶେଷଜ୍ଞମାନେ ଏହି ଦୁଇଟି ଆସନରେ ରାହୁଲ ଜିତିବାର ବଡ଼ ଆଶା ରଖିଛନ୍ତି। ଯଦି ରାହୁଲ ଏହି ଦୁଇଟି ଆସନ ଜିତିବାରେ ସଫଳ … Read More

କେଉଁ ଅବିବାହିତ ବା ସିଙ୍ଗଲ ନେତାଙ୍କ ହାତରେ ରହିବ କ୍ଷମତା ଚାବିକାଠି?

ବିଶ୍ୱର ସବୁଠାରୁ ବଡ଼ ଲୋକତନ୍ତ୍ର ଭାରତରେ ଅବିବାହିତ ବା ସିଙ୍ଗଲ ଥିବା ରାଜନେତାମାନେ ଏବେ ବେଶୀ ଳୋକପ୍ରିୟ ହେବା ସହିତ ସଫଳ ମଧ୍ୟ ହେଉଛନ୍ତି। ପଶ୍ଚିମ ଦେଶମାନଙ୍କରେ ରାଜନୀତିକ ହିରୋମାନଙ୍କୁ ଜଣେ ଦାୟିତ୍ୱବାନ ପାରିବାରିକ ବ୍ୟକ୍ତି ରୂପରେ ଦେଖାଯାଏ। ଏଠାରେ ପାରିବାରିକ … Read More

ସିପିଏମ ବିରୋଧରେ ଗୋଟିଏ ବି ଶବ୍ଦ କହିବେନି ରାହୁଲ

କେରଳର ୱାୟାନାଡ଼ରୁ ପ୍ରାର୍ଥୀ  ପତ୍ର ଦାଖଲ କରିବା ପରେ ସିପିଏମକୁ ସନ୍ତୁଷ୍ଟ କରିବା ପାଇଁ ରାହୁଲ ପ୍ରୟାସ କରିଛନ୍ତି। ସେ କହିଛନ୍ତି, ଏହି ଆସନରୁ ଲଢ଼ିବା ପଛରେ ଏକ ନିର୍ଦ୍ଦିଷ୍ଟ କାରଣ ରହିଛି। ମୁଁ ମୋର ନିର୍ବାଚନ ପ୍ରଚାର ବେଳେ ମୋ … Read More

କଂଗ୍ରେସ ଜାରି କଲା ନିର୍ବାଚନୀ ଇସ୍ତାହାର

ଏଥିରେ ୧୫ଟି ପ୍ରତିଶ୍ରୁତି ଦିଆଯାଇଛି ଦେଶଦ୍ରୋହ କାନୁନ ସମାପ୍ତ କରିବୁ ବିଜେପି ସରକାରର ପ୍ରତି ଚୁକ୍ତିର ଯାଞ୍ଚ କରିବୁ ଆସନ୍ତା ସାଧାରଣ ନିର୍ବାଚନରେ କ୍ଷମତା ଦଖଲ ପାଇଁ ଆଜି କଂଗ୍ରେସ ତାର ଗୋଟି ଚାଳନା କରିଛି। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ … Read More

କ’ଣ କହୁଛି ମୋଦୀ ଏବଂ ରାହୁଲଙ୍କ ଜନ୍ମକୁଣ୍ଡଳୀ

ଜନ୍ମକୁଣ୍ଡଳୀରେ ଗ୍ରହମାନଙ୍କ ସ୍ଥିତି କୌଣସି ବ୍ୟକ୍ତିଙ୍କ ସାଂସାରିକ ଜୀବନ ସଫଳତା ଓ ବିଫଳତାକୁ ଖାଲି ଉଲ୍ଲେଖ କରି ନଥାଏ, ବରଂ ସେମାନଙ୍କ ସ୍ୱଭାବ ଏବଂ ମାନସିକ ସ୍ଥିତି ସମ୍ପର୍କରେ ମଧ୍ୟ ଅନେକ କିଛି କହିଥାଏ। ୨୦୧୯ ଲୋକସଭା ନିର୍ବାଚନ ପରିପ୍ରେକ୍ଷୀରେ ରାହୁଲ … Read More

ରାହୁଲଙ୍କୁ କେରଳର ୱେନାର୍ଡରୁ ମୁକାବିଲ୍ଲା କରିବେ ସ୍ମୃତି

ଭାରତର ଯେ କୌଣସି ନିର୍ବାଚନ ମଣ୍ଡଳୀରେ ରାହୁଲ ଗାନ୍ଧୀ ଛିଡାହେଲେ ବି ବିଜେପି ନେତ୍ରୀ ସ୍ମୃତି ଇରାନୀ ତାଙ୍କର ମୁକାବିଲ୍ଲା କରିବେ। ସେ ଆମେଥି ହେଉକି କେରଳର ୱେନାର୍ଡ ହେଉ ସେଠି ମଧ୍ୟ ଲଢ଼ିବାକୁ ସ୍ମୃତି ଇରାନୀ ପ୍ରସ୍ତୁତ ଅଛନ୍ତି ବୋଲି … Read More