#corona quarantine: ସଙ୍ଗରୋଧ ସମୟ ୧୪ ଦିନରୁ ୨୮ ଦିନକୁ ବଢ଼ିବ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ରାଜ୍ୟକୁ ଫେରୁଥିବା ଲୋକଙ୍କ ପାଇଁ ସଙ୍ଗରୋଧ ବା କ୍ଵାରେଣ୍ଟୀନ୍ ସମୟସୀମା ବଢ଼ାଇଛନ୍ତି ରାଜ୍ୟ ସରକାର। ପୂର୍ବରୁ ଯେଉଁ ସମୟସୀମା ୧୪ ଦିନ ଥିଲା ଏବେ ତାହା ୨୧ ଦିନକୁ ବଢ଼ିବ। ଏହାବାଦ୍ ସଙ୍ଗରୋଧ କେନ୍ଦ୍ରରୁ ଫେରିବା ପରେ … Read More