ଆମେରିକାର ଇରାନ୍‌ ଆକ୍ରମଣ: ପ୍ରଭାବିତ ହେବ ଭାରତର ଅର୍ଥନୀତି

ଭୁବନେଶ୍ଵର, (ଓଟି): ଭାରତୀୟ ଅର୍ଥନୀତି ପାଇଁ ପୁଣିଥରେ ଏକ ପରୀକ୍ଷାର ସମୟ। ବିଗତବର୍ଷର ମାନ୍ଦାବସ୍ଥା ଆହୁରି ଉତ୍କଟ ହୋଇପାରେ। ଇରାନ୍‌-ଆମେରିକା ମଧ୍ୟରେ ସ୍ଥିତି ଯଦି ଅଧିକ ଖରାପ ହୁଏ ତେବେ ଭାରତ ପରୋକ୍ଷ ଭାବରେ ପ୍ରଭାବିତ ହେବ ବୋଲି ଆଶଙ୍କା କରାଯାଉଛି। … Read More