ପୁରୀ: ପ୍ରାର୍ଥୀ ବଦଳାଇବାର ଉଚିତ ସମୟ
ଭୁବନେଶ୍ଵର, (ଓଟି): ଓଡ଼ିଶାର ଧାର୍ମିକ ପ୍ରାଣକେନ୍ଦ୍ର ତଥା ସବୁବେଳେ ଚର୍ଚାର ବିଷୟ ହୋଇ ରହି ଆସିଛି ପୁରୀ। ଆଉ ଏହି ଧାର୍ମିକ ପୁଣି ସାମୟିକ ଉତ୍ତେଜନା, ଗଣ୍ଡଗୋଳ, ଅସନ୍ତୋଷ, ବିକ୍ଷୋଭ, ସମାବେଶ ସବୁଥିରେ ଅତ୍ୟନ୍ତ କ୍ରିୟାଶୀଳ ରହିଛନ୍ତି ପୁରୀର ବିଧାୟକ ମହେଶ୍ଵର … Read More