ପ୍ରତ୍ୟୁଷା ରାଜେଶ୍ଵରୀ ବିଜେପିରେ ଯୋଗଦେଲେ

ଭୁବନେଶ୍ଵର, (ଓଟି): କନ୍ଧମାଳର ସାଂସଦ ତଥା ବିଜେଡିରୁ ଟିକେଟ୍‌ ପାଇଁ ପ୍ରତ୍ୟାଖ୍ୟାତ ହୋଇଥିବା ପ୍ରତ୍ୟୁଷା ରାଜେଶ୍ଵରୀ ବିଜେପିରେ ଯୋଗ ଦେଇଛନ୍ତି। ସେ ବିଜେଡି ପ୍ରାର୍ଥୀ ବିରୁଦ୍ଧରେ ନୟାଗଡ଼ ବିଧାନସଭା ଆସନ ପାଇଁ ଲଢ଼ିପାରନ୍ତି। ଦଳ ପକ୍ଷରୁ ତାଙ୍କ ଟିକେଟ୍‌ ସ୍ପଷ୍ଟ ହୋଇ … Read More