ଯୋଗୀଙ୍କ ବିରୋଧରେ ଆପତ୍ତିଜନକ ଟ୍ବିଟ୍‌: ପ୍ରଶାନ୍ତଙ୍କୁ ତୁରନ୍ତ ଖଲାସ କରିବାକୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦେଶ

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମ୍ପର୍କରେ ଆପତ୍ତିଜନକ ଟ୍ବିଟ୍‌ ତଥା ଭିଡିଓ ସେଆର୍ କରିବା ଘଟଣାରେ ଗିରଫ ଫ୍ରିଲାନ୍ସ ସାମ୍ବାଦିକ ପ୍ରଶଶନ୍ତ କନୌଜିଆଙ୍କୁ ତୁରନ୍ତ ଖଲାସ କରିବାକୁ ଆଦେଶ ଦେଇଛନ୍ତି ସୁପ୍ରିମ୍‌କୋର୍ଟ। ମଙ୍ଗଳବାର ଏ ସମ୍ପର୍କରେ ଉଭୟ ଉତ୍ତର ପ୍ରଦେଶ … Read More