ବରଗଡ଼ରେ ଉଦାହରଣ: ବିଜେପି ପ୍ରାର୍ଥୀ ସୁରେଶ ପୂଜାରୀ ଓ ବିଜେଡି ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟଙ୍କ ଆଲିଙ୍ଗନ

ସମ୍ବଲପୁର, (ପ୍ରଫୁଲ୍ଲ କୁମାର ଦାଶ): ରାଜନୀତିକ ଉଷ୍ମତା ଭିତରେ ପରସ୍ପର ବିରୋଧୀ ଦଳ ଓ କର୍ମୀଙ୍କ ଭିତରେ ଗଣ୍ଡଗୋଳ, ବାକ୍‌ ବିତଣ୍ଡା, ଯୁକ୍ତି ତର୍କ ଚାଲୁଥିବା ବେଳେ ବରଗଡ଼ରେ ଦେଖିବାକୁ ମିଳିଛି ଏକ ବିରଳ ଦୃଶ୍ୟ। ଯେଉଁଠାରେ ପାରମ୍ପରିକ ବିରୋଧୀ ବିଜୁ … Read More