ସବୁ ବିମାନ ବାତିଲ, ମଧ୍ୟରାତ୍ରୀରୁ ବିଜୁଳି କାଟ୍, ସକାଳ ୮ରେ ଲ୍ୟାଣ୍ଡଫଲ୍
ଭୁବନେଶ୍ଵର, (ଓଟି): ସାମୁଦ୍ରିକ ଝଡ଼ବାତ୍ୟା ‘ଫୋନି’ ଶୁକ୍ରବାର ସକାଳ ୮ଟାରୁ ୧୦ଟା ଭିତରେ ସ୍ଥଳଭାଗ ଛୁଇଁବ। ମଧ୍ୟାହ୍ନ ଯାଏ ଏହି ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି ରହିବ। ଏହି ସମୟରେ ପବନ ତୀବ୍ର ହେବା ସହ ପ୍ରବଳ ବର୍ଷା ହେବା ଆଶଙ୍କା ରହିଛି। … Read More