୨୦୩୫ସୁଦ୍ଧା ଦେଶରେ ଯୁବକଙ୍କ ସଂଖ୍ୟା କମିବ-ବୁଢ଼ାଙ୍କ ସଂଖ୍ୟା ବଢ଼ିବ
ଆଉମାତ୍ର ୧୫ ବର୍ଷ ପରେ ଯୁବକଙ୍କ ଦେଶ କୁହାଯାଉଥିବା ଭାରତ ବୟସ୍କଙ୍କ ଦେଶରେ ପରିଣତ ହେବ। ବର୍ତ୍ତମାନ ଦେଶରେ ଥିବା ଲୋକମାନଙ୍କ ମଧ୍ୟରୁ ୬୦ବର୍ଷ ବୟସ୍କଙ୍କ ସଂଖ୍ୟା ଦୁଇଗୁଣ ବୃଦ୍ଧି ପାଇବ। ଅପର ପକ୍ଷରେ ଯୁବକମାନଙ୍କ ସଂଖ୍ୟା ହ୍ରାସ ପାଇବ ବୋଲି … Read More