ବୁଥ୍ରେ ଟଳିପଡ଼ିଲେ ପୋଲିଂ କର୍ମଚାରୀ
ମଙ୍ଗଳବାର ତୃତୀୟ ପର୍ଯ୍ୟାୟ ମତଦାନ ଜାରି ଥିବା ବେଳେ ଜଣେ ପୋଲିଂ କର୍ମଚାରୀ ବୁଥ୍ରେ ଟଳିପଡ଼ିଛନ୍ତି। ଢେଙ୍କାନାଳ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପର୍ଜଙ୍ଗ ବିଧାନସଭା ଆସନର କଣ୍ଟାପାଳ ୪୧ ନମ୍ବର ବୁଥରେ ନବକିଶୋର ନାୟକ ଆକସ୍ମିକ ଟଳି ପଡ଼ିଥିଲେ। ତାଙ୍କୁ … Read More