ସାରା ଦେଶ ଚାତକ, କିଏ ହେବେ ତାଙ୍କ ପ୍ରତିନିଧି

ଯଦିଓ ବିଭିନ୍ନ ଏକ୍‌ଜିଟ୍‌ ପୋଲ୍‌ ନରେନ୍ଦ୍ର ମୋଦିଙ୍କୁ ପୁଣିଥରେ ପ୍ରଧାନମନ୍ତ୍ରୀ ହେବାର ସୁଯୋଗ ଦେଶବାସୀ ଦେଇଛନ୍ତି ବୋଲି ଆକଳନ କରିଛନ୍ତି କିନ୍ତୁ ସନ୍ଦେହ ଏଯାଏ ଦୂର ହୋଇ ନାହିଁ। ଗଣମାଧ୍ୟମଠାରୁ ଆରମ୍ଭ କରି ସାଧରଣ ଜନତା, ଷ୍ଟକ୍‌ ମାର୍କେଟଠୁ ଆରମ୍ଭ କରି … Read More

୭ ପର୍ଯ୍ୟାୟରେ ନିର୍ବାଚନ, ୧୧ ଏପ୍ରିଲ୍‌ରୁ ଆରମ୍ଭ, ୧୯ ମେ’ରେ ଶେଷ, ୨୩ରେ ଗଣତି

ଲୋକସଭା ନିର୍ବାଚନ ୨୦୧୯ ପାଇଁ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର । ୧୧ଏପ୍ରିଲ୍‌ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବ। ଏହି ପର୍ଯ୍ୟାୟରେ ୯୧ଟି ନିର୍ବଚନ ମଣ୍ଡଳୀ ପାଇଁ ନିର୍ବାଚନ ହେବ। ୨୦ଟି ରାଜ୍ୟର ନିର୍ବାଚନ ଏହି ତାରିଖରେ ଅନୁଷ୍ଠିତ … Read More