ଦଳବଦଳ ଇତିହାସ : ୧୯୬୭ରୁ କଂଗ୍ରେସ ଦ୍ୱାରା ଆରମ୍ଭ
ଏବେ ଦେଶର ରାଜନୀତିରେ ଗୋଟିଏ ବଡ଼ ଋତୁ ଆରମ୍ଭ ହୋଇଛି; ତାହା ହେଲା ରାଜନୈତିକ ନେତା, ସାଂସଦ, ବିଧାୟକମାନଙ୍କର ଦଳବଦଳ ଋତୁ। ନିକଟରେ ଗୋଆ, କର୍ଣ୍ଣାଟକ, ଅରୁଣାଞ୍ଚଳପ୍ରଦେଶ, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶର ସାଂସଦ ଓ ବିଧାୟକମାନେ କ୍ଷମତା ଲାଳସା … Read More