#OdishaFightsCorona: ଦୋକାନ, ବଜାର, ହାଟକୁ ଗାଡ଼ି ନେବା ମନା, ନମାନିଲେ ପୁଲିସ ଉଠେଇନେବ
ଭୁବନେଶ୍ଵର, (ଓଟି): ମହାମାରୀ କରୋନା କବଳରୁ ଜନସାଧାରଣଙ୍କୁ ରକ୍ଷା କରିବା ଲାଗି ଓଡ଼ିଶା ସରକାର ଓ ପ୍ରଶାସନ ଯଥାସାଧ୍ୟ ଉଦ୍ୟମ ମରୁଛନ୍ତି।ସୋଶାଲ୍ ଡିଷ୍ଟାନ୍ସିଂ ଏବଂ ସଚେତନତା କରୋନାକୁ ପରାସ୍ତ କରିବାର ଏକମାତ୍ର ରାସ୍ତା ଭାବେ ଗ୍ରହଣ କରାଯାଉଥିବା ବେଳେ ରାଜୃ ସରକାର … Read More