‘ଆତ୍ମ ନିର୍ଭରଶୀଳ ଭାରତ’ ପାଇଁ ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍ ଘୋଷଣା
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ପ୍ରଧାନମନ୍ତ୍ରୀ ମୋଦି ଆଜି ସ୍ଵତନ୍ତ୍ର ଅର୍ଥନୀତିକ ପ୍ୟାକେଜ୍ ଘୋଷଣା କରିଛନ୍ତି। ଏହା ଆତ୍ମ ନିର୍ଭରଶୀଳ ଭାରତ ଅଭିଯାନ ପାଇଁ ଅତ୍ୟନ୍ତ ଗୁରୁତ୍ଵପୁଣ୍ଣ ରହିବ। ନିକଟରେ କରୋନା ସଙ୍କଟକୁ ମୁକାବିଲା କରିବା ପାଇଁ ରିଜର୍ଭ ବ୍ୟାଙ୍କ ଘୋଷଣା କରିଥିଲା। … Read More