ଜଳିଗଲେ ୧୭୦ ବିମାନ ଯାତ୍ରୀ: ଇରାନ ପାଇଁ ଘନେଇଛି ଦୁର୍ଦ୍ଦଶା
ତେହେରାନ: ଇରାନକୁ ଗୋଟିଏ ପରେ ଗୋଟିଏ ବଡ ଦୁର୍ଘଟଣାର ସମ୍ମୁଖୀନ ହେବାକୁ ପଡୁଛି। ସୁଲେମନୀଙ୍କ ମୃତଦେହକୁ କବର ଦେବାବେଳେ ଦଳାଚକଟା ଯୋଗୁଁ ୫୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୟୁକ୍ରେନର ଏକ ବିମାନ ଇରାନ ରାଜଧାନୀ ତେହେରାନ ନିକଟରେ ବୁଧବାର ଖସିପଡ଼ିଛି । … Read More