ଓ୍ଵିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କୁ ଭେଟିଲେ ପ୍ରତିରକ୍ଷା ମନ୍ତ୍ରୀ
ପାକିସ୍ତାନରେ ୬୦ ଘଣ୍ଟାରୁ ଅଧିକ ସମୟ ରହି ଶୁକ୍ରବାର ରାତିରେ ସ୍ବଦେଶ ଫେରିଥିବା ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ଏବେ ଦିଲ୍ଲୀର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କୁ ୪ ଦିନ ପର୍ଯ୍ୟନ୍ତ ଏଠାରେ ରଖାଯିବ। ଆଜି ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ପ୍ରତିରକ୍ଷାମନ୍ତ୍ରୀ … Read More