ମାର୍ଚ୍ଚ ମାସରେ ଇନ୍ଧନ ବ୍ୟବହାର ୧୮% ହ୍ରାସ
ଭୁବନେଶ୍ଵର (ଓଟି): ଦେଶବ୍ୟାପୀ ଲକ୍ଡାଉନ୍ ଅର୍ଥନୈତିକ କାର୍ଯ୍ୟକଳାପ ଏବଂ ଗମନାଗମ ସ୍ଥାଣୁ କରି ଦେଇଥିବାରୁ ମାର୍ଚ୍ଚ ମାସରେ ଭାରତର ଇନ୍ଧନ ବ୍ୟବହାର ୧୮% ହ୍ରାସ ପାଇଛି । ଏକ ଦଶନ୍ଧିରୁ ଅଧିକ ସମୟ ଅବଧିରେ ଏହା ହେଉଛି ଦେଶରେ ଇନ୍ଧନ ଚାହିଦାର … Read More