୧୦ଯୁବ ଲେଖକଙ୍କୁ ପେନ୍ଇନ୍ର ‘ୟଙ୍ଗ୍ ଅଥର-୨୦୧୯’ ସମ୍ମାନ
ପେନ୍ଇନ୍ ବୁକ୍ସ ପ୍ରକାଶନୀ ସଂସ୍ଥା ପକ୍ଷରୁ ୨୦୧୯ ବର୍ଷର ଯୁବ ଲେଖକ ସମ୍ମାନ ଘୋଷଣା କରାଯାଇଛି। ଏଥିରେ ୭ ଜଣ ଓଡ଼ିଆ ଲେଖକ, ୨ଜଣ ଇଂରାଜୀ ଓ ଜଣେ ହିନ୍ଦି ଲେଖକଙ୍କୁ ସ୍ଥାନୀତ କରାଯାଇଛି। ଚଳିତମାସ ଶେଷ ସପ୍ତାହରେ ଏହି ୧୦ଜଣ ଲେଖକଙ୍କୁ ‘ବେନ୍ ଇନ୍ ୟଙ୍ଗ ଅଥର ଆୱାର୍ଡ଼-୨୦୧୯’ରେ ସମ୍ମାନିତ କରାଯିବ ବୋଲି ସଂସ୍ଥାର ନିର୍ଦେଶକ ଶୁଭ୍ରାଂଶୁ ପଣ୍ଡା ପ୍ରକାଶ କରିଛନ୍ତି।